ମୟୂରଭଞ୍ଜ ଜିଲ୍ଲା ଜନସଂଖ୍ୟା ତତ୍ତ୍ଵ :

ଜିଲ୍ଲା ର ଭୌଗଳିକ ଓ ଜନସଂଖ୍ୟା (୨୦୧୧ ଜନଗଣନା) ବିବରଣୀ
ବର୍ଣ୍ଣନାସଂଖ୍ୟା
ଭୌଗଳିକ କ୍ଷେତ୍ର୧୦,୪୧୮ ଵର୍ଗ କି.ମି
ଜନସଂଖ୍ୟା(୨୦୧୧ ଜନଗଣନା) ସର୍ବ ମୋଟ :୨,୫୧୯,୭୩୮
ଜନସଂଖ୍ୟା ଘନତ୍ଵ୨୧୩ (ପ୍ରତି ଵର୍ଗ କି.ମି)
ପୁରୁଷ :୧,୨୫୬,୨୧୩
ମହିଳା :୧,୨୬୩,୫୨୫
ଅନୁସୂଚିତ ଜାତି :୧୮୪,୬୮୨
ଅନୁସୂଚିତ ଜାତି ପୁରୁଷ :୯୨,୧୨୭
ଅନୁସୂଚିତ ଜାତି ମହିଳା :୯୨,୫୫୫
ଅନୁସୂଚିତ ଜନଜାତି:୧,୪୭୯,୫୭୬
ଅନୁସୂଚିତ ଜନଜାତି ପୁରୁଷ :୭୩୦,୪୮୭
ଅନୁସୂଚିତ ଜନଜାତି ମହିଳା :୭୪୯,୦୮୯
ସାକ୍ଷରତା:୧,୩୬୯,୩୯୭
ସାକ୍ଷର ପୁରୁଷ :୭୯୪,୧୭୧
ସାକ୍ଷର ମହିଳା:୫୭୫,୨୨୬
ନିରକ୍ଷର :୧,୧୫୦,୩୪୧
ନିରକ୍ଷର ପୁରୁଷ:୪୬୨,୦୪୨
ନିରକ୍ଷର ମହିଳା:୬୮୮,୨୯୯