| S. No. | Description | Start Date | End Date | Download |
|---|---|---|---|---|
| 1 |
ମୟୂରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ଟେଣ୍ଡର କଲ୍ ନୋଟିସ୍ ନମ୍ବର ୨୭୪ (ତାରିଖ: ୨୫.୦୩.୨୦୨୬) ସମ୍ବନ୍ଧରେ ସମସ୍ତ ଆଗ୍ରହୀ ବିଡର୍ମାନଙ୍କୁ ଜଣାଇ ଦିଆଯାଉଛି କି:କିଛି ଅପରିହାର୍ଯ୍ୟ ପ୍ରଶାସନିକ କାରଣବଶତଃ, ପୂର୍ବରୁ ଧାର୍ଯ୍ୟ ହୋଇଥିବା ଟେକ୍ନିକାଲ୍ ବିଡ୍ (ତା ୨୮.୦୪.୨୦୨୬, ସକାଳ ୧୦:୩୦) ଏବଂ ଫାଇନାନ୍ସିଆଲ୍ ବିଡ୍ (ତା ୩୦.୦୪.୨୦୨୬, ସକାଳ ୧୦:୩୦) ର ଖୋଲିବା ପ୍ରକ୍ରିୟାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।
|
28-03-2026 | 30-04-2026 |
Download (838.33 KB) |
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
- ଅଧିକ +