| 1 |
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦିଗଧାର,ଥାକୁରମୁଣ୍ଡା ବ୍ଲକ, ଜିଲ୍ଲା- ମୟୂରଭଞ୍ଜ, |
(ୱାର୍ଡେନ) ପଦବୀର ପ୍ରୋଭିଜନାଲ୍ ସିଲେକ୍ସନ ଲିଷ୍ଟ |
13-07-2026 |
|
| 2 |
ଓଡିଶା ଆଦର୍ଶ ବିଦ୍ୟାଳୟ,ସାନଶୋଳ |
ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ସାନଶୋଳ, ଶ୍ୟାମାଖୁଣ୍ଟା, ମୟୂରଭଞ୍ଜ: ଉଭୟ ବାଳକ ଏବଂ ବାଳିକା ହଷ୍ଟେଲ ପାଇଁ ସହାୟକ କର୍ମଚାରୀଙ୍କ ନିଯୁକ୍ତିର ଫଳାଫଳ | |
11-07-2026 |
|
| 3 |
ମୟୂରଭଞ୍ଜ ଜିଲ୍ଲା ହୋମଗାର୍ଡ ନିଯୁକ୍ତି-୨୦୨୫ର ଚୂଡ଼ାନ୍ତ ଫଳାଫଳ । |
ମୟୂରଭଞ୍ଜ ଜିଲ୍ଲା ହୋମଗାର୍ଡ ନିଯୁକ୍ତି-୨୦୨୫ର ଚୂଡ଼ାନ୍ତ ଫଳାଫଳ । |
15-05-2026 |
|
| 4 |
ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ମୟୂରଭଞ୍ଜ |
ବିଜ୍ଞପ୍ତି ସଂଖ୍ୟା-1347, ତାରିଖ-10.03.2026 ଅନୁସାରେ ପିଅର ଏଡ୍ୟୁକେଟର ପଦବୀ ପାଇଁପ୍ରାର୍ଥୀମାନଙ୍କର ତଥ୍ୟଭଣ୍ଡାର |
17-04-2026 |
|
| 5 |
ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯାଳୟ ମୟୁରଭଞ୍ଜ |
ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ 26 ଗୋଟି ଓଡିଶା ଆଦର୍ଶ ବିଦ୍ୟାଳୟ ରେ ନାମ ଲେଖା ପାଇଁ ମେଧା ତାଲିକା ପ୍ରକାଶ |
26-03-2026 |
|
| 6 |
ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ମୟୂରଭଞ୍ଜ |
ବିଜ୍ଞପ୍ତି ସଂଖ୍ୟା–1081, ତାରିଖ–25.02.2026 ଅନୁସାରେ ଅସ୍ଥାୟୀ ଭାବେ ଚୟନିତପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ |
24-03-2026 |
|
| 7 |
ଓଡିଶା ଆଦର୍ଶ ବିଦ୍ୟାଳୟ, ଯାମଦପାଳ |
OAV ଜାମଦାପାଳ, ବାଙ୍ଗ୍ରିପୋଷି ଅଧୀନସ୍ଥ KGBV ଟାଇପ–IV ବାଳିକା ହୋଷ୍ଟେଲର ୱାର୍ଡେନ ପଦବୀ ପାଇଁ ଆବେଦନକାରୀ ଯୋଗ୍ୟ ଓ ଅଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ସମ୍ବନ୍ଧରେ |
17-03-2026 |
|
| 8 |
ଗୃହରକ୍ଷୀ କାର୍ଯ୍ୟାଳୟ ,ମୟୂରଭଞ୍ଜ,ବାରିପଦା |
ଚୟନ ବୋର୍ଡ ଦ୍ବାରା ଯୋଗ୍ୟ ଘୋଷଣା କରାଯାଇଥିବା ସମସ୍ତ ପ୍ରାର୍ଥୀଙ୍କର ତାଲିକା |
10-03-2026 |
|
| 9 |
ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ମୟୂରଭଞ୍ଜ |
ବିଜ୍ଞାପନ ସଂଖ୍ୟା -୪୨୫ ତାରିଖ ୨୧.୦୧.୨୦୨୬ (In-House) ଉପରେ ଆପତ୍ତିର ନିମନ୍ତ୍ରଣ |
09-03-2026 |
|
| 10 |
ଜିଲ୍ଳା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ମୟୂରଭଞ୍ଜ ମୁର୍ଗାବାଡି, ବାରିପଦା |
ମୟୂରଭଞ୍ଜ ଜିଲ୍ଲାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (ଟାଇପ-୩) ର ତତ୍ତ୍ଵାବଧାରିକା, ହିସାବ ରକ୍ଷକ, ସାମୟିକ ଶିକ୍ଷୟିତ୍ରୀ (ବିଜ୍ଞାନ ଓ ଗଣିତ), ସାମୟିକ ଶିକ୍ଷୟିତ୍ରୀ (ଇଂରାଜୀ) ଓ ସାମୟିକ ଶିକ୍ଷୟିତ୍ରୀ (ସଂସ୍କୃତ/ହିନ୍ଦୀ) ର ନିଯୁକ୍ତି ନିମନ୍ତେ ଚୂଡ଼ାନ୍ତ ମେଧା ତାଲିକା |
06-03-2026 |
|