• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ

ମା ଅମ୍ବିକା ହେଉଛନ୍ତି ବାରିପଦା ର ଅଧିଷ୍ଠାତ୍ରୀ ଦେବୀ | ମୟୂରଭଞ୍ଜ ର ଶ୍ରଦ୍ଧାଳୁ ଭକ୍ତ ମାନେ ଓ ଝାରଖଣ୍ଡ ଓ ପଶ୍ଚିମବଙ୍ଗ ର ଭକ୍ତ ମାନେ ଏଠାକୁ ପୂଜା ଉପାସନା କରିବାକୁ ଆସନ୍ତି | ମା ଅମ୍ବିକା ଙ୍କ ପୀଠ ରେ ବିଭିନ୍ନ ପର୍ବ ପର୍ବାଣୀ ଯଥା ଶାରଦୀୟ ଦୁର୍ଗାପୂଜା, ବାସନ୍ତୀ ପୂଜା , ପଣାସଂକ୍ରାନ୍ତି , ରଜସଂକ୍ରାନ୍ତି, ମକର ସଂକ୍ରାନ୍ତି ଆଦି ପାଳିତ ହୁଏ |

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ଭୁବନେଶ୍ୱର(୨୭୦ କି.ମି), ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦର, କୋଲକାତା(୨୫୦ କି.ମି) |

ସଡ଼କ ପଥରେ
ମୟୂରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ଭୁବନେଶ୍ୱର ଠାରୁ ୨୫୦ କି.ମି ଦୂରରେ , କୋଲକାତା ଠାରୁ ୨୪୦ କି.ମି ଦୂର ରେ ଏବୋ ବାଲେଶ୍ୱର ଠାରୁ ୬୦ କି.ମି ଦୂର ରେ ଅବସ୍ଥିତ | ଏହି ସବୁ ସ୍ଥାନ ଗୁଡିକୁ ନିୟମିତ ବସ ଚଳାଚଳ କରିଥାଏ, ଏହାଛଡା କାର ଓ ଜିପ ସାହାଯ୍ୟରେ ମଧ୍ୟ ଯାଇହେବ |

ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ : ବାରିପଦା ଓ ବାଲେଶ୍ୱର( ୬୦ କି.ମି)