| କ୍ରମିକ ସଂଖ୍ୟା | ବର୍ଣ୍ଣନା | ତାରିଖ | ଦେଖନ୍ତୁ/ଡାଉନଲୋଡ୍ |
|---|---|---|---|
| 171 |
1.ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ,ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ଵଚ୍ଛତା ଆଇନ,୨୦୧୩ ( RFCTLAR & R Act, 2013) ର ଧାରା ୧୯ ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ଧାରା ୧୫(୨) ଅନୁସାରେ ଭୂ-ଅର୍ଜନ ଅଧିକାରୀ ଦ୍ଵାରା ପ୍ରଦତ୍ତ ରିପୋର୍ଟକୁ ବିବେଚନାକରି ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା-ପଶୁଦା,ଥାନା-ଖୁଣ୍ଟା ନଂ.199, ତହସିଲ – ଗୋପବନ୍ଧୁନଗର, ଜିଲ୍ଲା-ମୟୂରଭଞ୍ଜ ରେ ନିମ୍ନସୂଚୀତ ‘କ’ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା “ପଶୁଦା କୁଆମରା ରାସ୍ତାର୩.୦୦ କିମି ଦୂରତା ଠାରେ ନାଲୁଆ ନାଳ ଉପରେ ୨୦୨୧-୨୦୨୨ ମସିହା ବିଜୁ ସେତୁ ଯୋଜନାରେସେତୁ ନିର୍ମାଣ” ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି।2.ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ,ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ଵଚ୍ଛତା ଆଇନ,୨୦୧୩ ( RFCTLAR & R Act, 2013) ର ଧାରା ୧୯ ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନର ଧାରା ୧୫(୨) ଅନୁସାରେ ଭୂ-ଅର୍ଜନ ଅଧିକାରୀ ଦ୍ଵାରା ପ୍ରଦତ୍ତ ରିପୋର୍ଟକୁ ବିବେଚନାକରି ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା-କଶିବଣି,ଥାନା-ଖୁଣ୍ଟା ନଂ.199, ତହସିଲ – ଗୋପବନ୍ଧୁନଗର, ଜିଲ୍ଲା-ମୟୂରଭଞ୍ଜ ରେ ନିମ୍ନସୂଚୀତ ‘କ’ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା “ପଶୁଦା କୁଆମରା ରାସ୍ତାର ୩.୦୦ କିମି ଦୂରତା ଠାରେ ନାଲୁଆ ନାଳ ଉପରେ ୨୦୨୧-୨୦୨୨ ମସିହା ବିଜୁ ସେତୁ ଯୋଜନାରେସେତୁ ନିର୍ମାଣ” ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି.
|
28-01-2026 |
ଘୋଷଣା (2.87 MB)
|
| 172 |
ସାଧାରଣ ଇସ୍ତାହାର
|
27-01-2026 |
ସାଧାରଣ ଇସ୍ତାହାର (152.95 KB) |
| 173 |
ସର୍ବସାଧାରଣ ଇସ୍ତାହାର,ଅଣ ସଂରକ୍ଷଣ ମାମଲା ସଂଖ୍ୟା – ୩୦ /୨୦୨୫Alienation ମାମଲା
|
27-01-2026 |
ସାଧାରଣ ଇସ୍ତାହାର (2.53 MB)
|
| 174 |
ଅଧକ୍ଷଙ୍କ କାର୍ଯ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସାନଶୋଳ, ଶ୍ୟାମାଖୁଣ୍ଟା, ମୟୂରଭଞ୍ଜ: ଛାତ୍ରାବାସ ର ବିଭିନ୍ନ ସାମଗ୍ରୀର ଯୋଗାଣ ନିମନ୍ତେ ଠିକା ପ୍ରସ୍ତାବ l
|
27-01-2026 |
Download (821.42 KB) |
| 175 |
ସାଧାରଣ ଇସ୍ତାହାର
|
22-01-2026 |
ସାଧାରଣ ଇସ୍ତାହାର (83.73 KB)
|
| 176 |
ଅଣ ସଂରକ୍ଷଣ ମାମଲା ସଂଖ୍ୟା – ୨୭ /୨୦୨୫DR ମାମଲା ସଂଖ୍ୟା - ୪୩/୨୦୨୫DR ମାମଲା ସଂଖ୍ୟା – ୪୫/୨୦୨୫Alienation ମାମଲା ସଂଖ୍ୟା – 29/2025ସର୍ବସାଧାରଣ ଇସ୍ତାହାର
|
22-01-2026 |
Download (700.77 KB)
|
| 177 |
ସର୍ବସାଧାରଣ ଇସ୍ତାହାର, ସାରସକଣା,
|
20-01-2026 |
Download (740.54 KB) |
| 178 |
ସାଧାରଣ ଇସ୍ତାହାର
|
22-01-2026 |
ସାଧାରଣ ଇସ୍ତାହାର (1.01 MB) |
| 179 |
ବୁରମାରା (Budhamara) ରୁ ଚକୁଳିଆ (Chakulia) -ALIENATION CASE.
|
20-01-2026 |
Download (2.36 MB) |
| 180 |
ସର୍ବସାଧାରଣ ଇସ୍ତାହାର, ରାଇରଙ୍ଗପୁର
|
21-01-2026 |
Download (84.25 KB) |
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ଦସ୍ତାବିଜ
- ସୂଚନା
- ନିର୍ବାଚନ
- ଅଧିକ +