• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Office Name Start Date End Date Download/Details
111

Expression of Interest Title (In English) “Expression of Interest invited from Self Help
Group (SHG) Tailoring Unit and Micro & Small Enterprises (MSE) Manufacturing Units for
supply of School Uniform to the students of class-IX & X of Government & Govt. Aided
Secondary Schools of Mayurbhanj District under Mukhyamantri Chhatra Chhatri
Paridhan Yojana (MCCPY)”.

30-07-2025 08-08-2025 - (854.79 KB) ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ମୟୂରଭଞ୍ଜ ମୁର୍ଗାବାଡି, ବାରିପଦା
112

ଭଡାଗାଡି ଲଗାଇବା ନିମନ୍ତେ ବିଜ୍ଞାପନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରରୁଆଁ

18-01-2025 01-02-2025 -5PM Download (500.97 KB)
113

ପଂଚାୟତ ସମିତି କାର୍ଯ୍ୟାଳୟ ବାରିପଦା
“ମୂଲ୍ୟାଙ୍କନ ଆହ୍ଵାନ ନୋଟିସ”

୧. ଡୁମାପଡା, ଖାଡିସୋଲ ଠାରେ ମଡେଲ୍ AWC କେନ୍ଦ୍ରର ନିର୍ମାଣ ନିମନ୍ତେ।
୨. ଗୋପାଳପୁର, ଶଙ୍ଖାଭଙ୍ଗା ଠାରେ ମଡେଲ AWC କେନ୍ଦ୍ରର ନିର୍ମାଣ ନିମନ୍ତେ।
୩. ଭଗାବନ୍ଧ, ଭାଗବତଚାନ୍ଦପୁର ଠାରେ ମଡେଲ AWC କେନ୍ଦ୍ରର ନିର୍ମାଣ ନିମନ୍ତେ।

13-01-2025 27-01-2025 -5PM (12.83 MB) GOPALPUR AWC
114

ମୟୁରଭଞ୍ଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ଟି. ଏଚ୍. ଆର୍.
(THR) ପାଇଁ ପ୍ୟାକେଜିଙ୍ଗ ସାମଗ୍ରୀର ମୁଦ୍ରଣ ଏବଂ ଯୋଗାଣ ପାଇଁ ପ୍ରିଣ୍ଟିଂ ପ୍ରେସ୍ କିମ୍ବା ଫାର୍ମରୁ ଟେଣ୍ଡର ଆହ୍ୱାନ
ଆହ୍ୱାନ ସଂଖ୍ୟା ୧୭୩ ତା. ୦୯-୦୧-୨୦୨୫ ରିଖ

09-01-2025 25-01-2025 - Download (4.29 MB)
115 ପଞ୍ଚାୟତ ସମିତି କାର୍ଯ୍ୟIଳୟ,ଖୁଣ୍ଟା

ପଞ୍ଚାୟତ ସମିତି କାର୍ଯ୍ୟIଳୟ,ଖୁଣ୍ଟା (୧)ବଡଫେଣୀ ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୃହ ସହିତ ବଜାର କ୍ରୟ ବିକ୍ରୟ କେନ୍ଦ୍ରର ନିର୍ମାଣ (୨) ବୃନ୍ଦାବନଚନ୍ଦ୍ରପୁର ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୃହ ସହିତ ବଜାର କ୍ରୟ ବିକ୍ରୟ କେନ୍ଦ୍ରର ନିର୍ମାଣ I

 (୩) ଡୁକୁରା ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୃହ ସହିତ ବଜାର କ୍ରୟ ବିକ୍ରୟ କେନ୍ଦ୍ରର ନିର୍ମାଣ (୪ ) ବାଙ୍ଗରା ଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୃହ ସହିତ ବଜାର କ୍ରୟ ବିକ୍ରୟ କେନ୍ଦ୍ରର ନିର୍ମାଣ  

17-12-2024 24-12-2024 - (7.87 MB) BADAFENI TENDER ପଞ୍ଚାୟତ ସମିତି କାର୍ଯ୍ୟIଳୟ,ଖୁଣ୍ଟା
116

ପଞ୍ଚାୟତ ସମିତି କାର୍ଯ୍ୟାଳୟ ରରୁଆଁ “ମୂଲ୍ୟାଙ୍କନ ଆହ୍ଵାନ ନୋଟିସ”

୧. ରରୁଆଁ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ଗୃହ ସହିତ ବଜାର ପ୍ରାଙ୍ଗଣ ନିର୍ମାଣ ନିମନ୍ତେ ।
୨. ଅଙ୍ଗାରପଦା ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ଗୃହ ସହିତ ବଜାର ପ୍ରାଙ୍ଗଣ ନିର୍ମାଣ ନିମନ୍ତେ ।
୩. ଘାଗରବେଡା ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ଗୃହ ସହିତ ବଜାର ପ୍ରାଙ୍ଗଣ ନିର୍ମାଣ ନିମନ୍ତେ ।
୪. ରରୁଆଁ ବ୍ଲକ ଠାରେ ହୋ ଗୋଷ୍ଠିକେନ୍ଦ୍ର ନିର୍ମାଣ ନିମନ୍ତେ ।
୫. ରରୁଆଁ ଗ୍ରାମ ପଞ୍ଚାୟତ ର ରରୁଆଁ ଠାରେ କୁଡୁମୀ ଭବନ ନିର୍ମାଣ ନିମନ୍ତେ ।
୬. ରରୁଆଁ ଲ୍ୟାମ୍ପ୍ସ ଠାରେ ୫୦ ମେଟ୍ରିକ ଟନର ଗୋଦାମ ଗୃହ ନିର୍ମାଣ ନିମନ୍ତେ ।
୭. ରରୁଆଁ ବ୍ଲକ ଅନ୍ତର୍ଗତ ରରୁଆଁ ଲ୍ୟାମ୍ପ୍ସ ର ଅଫିସ ଗୃହ ନିର୍ମାଣ ନିମନ୍ତେ ।

09-12-2024 23-12-2024 - Download (423.72 KB)
117

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ, ମୟୂରଭଞ୍ଜ “ମୁଦ୍ରିତ ଟି-ସାର୍ଟ ଏବଂ କ୍ୟାପ୍ ଯୋଗାଣ ପାଇଁ ଟେଣ୍ଡର”

05-12-2024 23-12-2024 - Download (4.58 MB)
118

ଓଡିଶା ଆଦର୍ଶ ବିଦ୍ୟାଳୟ, ମାଟିଆଗଡ
ସ୍ଥାନ /ପୋ : ମାଟିଆଗଡ ଭାୟା : ଖୋଇରୀ ଯଶିପୁର, 100 ସଜ୍ୟା ବିଶିଷ୍ଟ ଛାତ୍ରୀ ନିବାସ

05-12-2024 18-12-2024 - Download (2.88 MB)
119

ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଭାଲିଆଶୋଳ, ଶୁଲିଆପଦା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ
 

18-11-2024 02-12-2024 - Download (834.25 KB)
120

ଜିଲ୍ଳା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ମୟୂରଭଞ୍ଜ

ମୁର୍ଗାବାଡି, ବାରିପଦା ଜିଲ୍ଲା ଅଧୀନରେ ଥିବା ସମସ୍ତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (Type-III & Type-IV)
ପାଇଁ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଠିକା ପ୍ରସ୍ତାବ ଆହ୍ଵାନ କରାଯାଉଅଛି।

08-11-2024 28-11-2024 - Download (1.76 MB)