• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
S. No. Title Description Start Date End Date Documents
16 ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ଜାମିରଡ଼ିହା, ବିଶୋଇ, ମୟୂରଭଞ୍ଜ ବାଳକ ହଷ୍ଟେଲ ପାଇଁ ସହାୟକ କର୍ମଚାରୀ ନିଯୁକ୍ତି ନିମନ୍ତେ ବିଜ୍ଞାପନ 07-01-2026 22-01-2026
17 ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦିଗଧର ଦିଗଧର ୧୦୦ ଶଯ୍ୟା ବିଶିଷ୍ଟ KGBV-IV ବାଳିକା ହଷ୍ଟେଲ ପାଇଁ ୱାର୍ଡେନ (Warden) ପଦବୀ ପାଇଁ ବିଜ୍ଞାପନ 06-01-2026 23-01-2026
18 ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ପାସନା, ଯାମଦା, ମୟୂରଭଞ୍ଜ: ବାଳକ ହଷ୍ଟେଲ ପାଇଁ ସହାୟକକର୍ମଚାରୀ ନିଯୁକ୍ତି ନିମନ୍ତେବିଜ୍ଞାପନ 06-01-2026 21-01-2026
19 ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ମୟୂରଭଞ୍ଜ, ଓଡିଶା ଜିଲ୍ଲା ନିଦାନାତ୍ମକ ଗବେଷଣାଗାର (ଡାଇଗ୍ନୋଷ୍ଟିକ୍ଲ ଲେବୋରେଟରୀ) ରେ ବୈଷୟିକ ଲୋକବଳ ନିୟୋଜନ ନିମନ୍ତେ ଟେଣ୍ଡର ଆହ୍ଵାନ । 06-01-2026 12-01-2026
20 ଅଧ୍ୟକ୍ଷଙ୍କ କାର୍ଯାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ସାନଶୋଳ, ଶ୍ୟାମାଖୁଣ୍ଟା, ମୟୁରଭଞ୍ଜ ଉଭୟ ବାଳକ ଏବଂ ବାଳିକା ହଷ୍ଟେଲ ପାଇଁ ସହାୟକ କର୍ମଚାରୀଙ୍କ ନିଯୁକ୍ତି ନିମନ୍ତେ ବିଜ୍ଞାପନ 06-01-2026 21-01-2026
21 ଓଡିଶା ଆଦର୍ଶ ବିଦ୍ୟାଳୟ,ଝାରଗାଉଁ, ବହଳଦା, ମୟୁରଭଞ୍ଜ ବାଳକ ହଷ୍ଟେଲ ପାଇଁ ସହାୟକ କର୍ମଚାରୀ ନିଯୁକ୍ତି ନିମନ୍ତେ ବିଜ୍ଞାପନ 05-01-2026 22-01-2026
22 ଓଡିଶା ଆଦର୍ଶ ବିଦ୍ୟାଳୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଜାମଦାପାଳ, ବାଙ୍ଗ୍ରିପୋଷି, ମୟୂରଭଞ୍ଜରେ ବାଳିକା ଛାତ୍ରୀବାସ ପାଇଁ ୱାର୍ଡେନ ପଦବୀ ପାଇଁଯୋଗ୍ୟ ପ୍ରାର୍ଥିନୀଙ୍କଠାରୁ ଆବେଦନ ଆହ୍ବାନ କରାଯାଉଛି। 02-01-2026 18-01-2026
23 ଗୃହରକ୍ଷୀ କାର୍ଯାଳୟ, ବାରିପଦା, ମୟୁରଭଞ୍ଜ ମୟୁରଭଞ୍ଜ ପୋଲିସ ଜିଲ୍ଲା ଗୃହରକ୍ଷୀ ନିଯୁକ୍ତି 2025 ପାଇଁ ପରୀକ୍ଷା ସମ୍ବନ୍ଧୀୟ ବିବରଣୀ 18-12-2025 28-12-2025
24 ଗୃହରକ୍ଷୀଙ୍କ କାର୍ଯ୍ୟାଳୟ, ବାରିପଦା,ମୟୁରଭଞ୍ଜ ମୟୂରଭଞ୍ଜ ପୋଲିସ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ୨୦୨୫ ପାଇଁ ଯେଉଁ ପ୍ରାର୍ଥୀ ମାନଙ୍କର ଶିକ୍ଷାଗତ ପ୍ରମାଣପତ୍ର (Educational Certificate) ଓ ବାସସ୍ଥାନ ପ୍ରମାଣପତ୍ର (Residence Certificate) ଆବେଦନପତ୍ରରେ ସଂଲଙ୍ଗନ(attach)ନIହିଁ। ସେମାନଙ୍କର ଆବେଦନପତ୍ର କୁ ଖାରଜ କରିଦିଆଯାଇଛି ଏବଂ ଖାରଜ ତାଲିକା  15-12-2025 19-12-2025
25 ଗୃହରକ୍ଷୀଙ୍କ କାର୍ଯ୍ୟାଳୟ, ବାରିପଦା,ମୟୁରଭଞ୍ଜ ମୟୂରଭଞ୍ଜ ପୋଲିସ ଜିଲ୍ଲା ଗୃହରକ୍ଷୀ ନିଯୁକ୍ତି ୨୦୨୫ ପାଇଁ ଆବେଦନ କାରୀଙ୍କ ପ୍ରତ୍ୟାଖାନ ତାଲିକା । 06-12-2025 10-12-2025
26 ଗୃହରକ୍ଷୀଙ୍କ କାର୍ଯ୍ୟାଳୟ, ବାରିପଦା,ମୟୁରଭଞ୍ଜ ମୟୂରଭଞ୍ଜ ପୋଲିସ ଜିଲ୍ଲା ଗୃହରକ୍ଷୀ ନିଯୁକ୍ତି ୨୦୨୫ ପାଇଁ ଆବେଦନ ଜାରୀଙ୍କ ଆବଶ୍ୟକ ଥିବା ଶିକ୍ଷାଗତ ଓ ବାସସ୍ଥାନ ପ୍ରମାଣ ପତ୍ର ତାଲିକା । 06-12-2025 12-12-2025
27 ପଞ୍ଚାୟତ ସମିତି କାର୍ଯ୍ୟ।ଳୟ : ବେତନଟୀ ମୁକ୍ତାପୁର ଗ୍ରାମପଞ୍ଚାୟତର ଖାଲିଥିବା ଯୋଗାଣ ସହାୟକ ପଦବୀ ପୂରଣ ନିମନ୍ତେ ବିଜ୍ଞାପନ।  03-12-2025 31-12-2025
28 ସରକାରୀ (ଏସ, ଏସ,ଡ଼ି ), ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଡ଼ୁନିଆ ୱାକ - ଇନ୍ - ସାକ୍ଷାତକାର,ବିଜ୍ଞାପନ 03-12-2025 12-12-2025
29 ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକା ଜିଲ୍ଲା ତଥା ନୋଡଲ ଅଧିକାରୀ ପ୍ରକଳ୍ପ ନିର୍ଦ୍ଦେଶକ, ଜଳ ବିଭାଜିକା ଜିଲ୍ଲା ତଥା ନୋଡଲ ଅଧିକାରୀ ଗ୍ରୀନ-ଏଜିପ୍ରକଳ୍ପ ଅଧୀନରେ ଖାଲିପଡ଼ିଥିବା ପଦବୀ ପାଇଁ ପ୍ରବେଶ ସାକ୍ଷାତକାର ,ନୋଟିସ. ନମ୍ବର. ୭୪୫ . ତା : ୧୩.୧୧.୨୦୨୫ ରିଖ । 14-11-2025 25-11-2025
30 ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ମୟୂରଭଞ୍ଜ ଇନ-ହାଉସ ବିଜ୍ଞାପନ ସଂଖ୍ୟା ୬୧୭ ତାରିଖ ୩୧.୦୧.୨୦୨୫ ଆବେଦନ କରିଥିବା ପ୍ରାର୍ଥୀଙ୍କ ସଚେତନତା ପାଇଁ ବିଜ୍ଞାପନ. 20-08-2025 26-08-2025